ଏଲିଏନ୍‌ର ହସ (ବିଜ୍ଞାନ ଭିତ୍ତିକ ଉପନ୍ୟାସ)

80.00

ବର୍ତ୍ତମାନର ଯୁଗ ବିଜ୍ଞାନର ଯୁଗ । କିନ୍ତୁ ସାହିତ୍ୟ ଓ ବିଜ୍ଞାନ ମଧ୍ୟରେ ସମ୍ପର୍କର ସେତୁ ବହୁ ପୁରାତନ କାଳରୁ ଆରମ୍ଭ ହୋଇଛି । ଏକ ସଚେତନ ସମାଜ ଗଠନ ପାଇ‍ଁ ସାଧାରଣ ବ୍ୟକ୍ତିଟିଏ ବୈଜ୍ଞାନିକ ଗବେଷଣାର ଗତିପ୍ରଗତି ସମ୍ପର୍କରେ ଅବଗତ ହେବା ଆବଶ୍ୟକ । ଏହି ଉପନ୍ୟାସ ପୁସ୍ତକଟି ସେହି ଦିଗରେ ଏକ ପ୍ରୟାସ । ଆଧୁନିକ ମହାକାଶ ଗବେଷଣା ବିଷୟକ ଏକାଧିକ ବୈଜ୍ଞାନିକ ତତ୍ତ୍ୱକୁ ଏଥିରେ ସନ୍ନିବେଶିତ କରାଯାଇଛି । ଏହା ପାଠକକୁ ବିଶ୍ୱବ୍ରହ୍ମାଣ୍ଡ, ଆମ ସୌର ଜଗତ, ବାହ୍ୟ ଗ୍ରହର ଜୀବ ଜଗତ, ମହାକାଶରେ ଚଳଣି, କୃତ୍ରିମ ବୁଦ୍ଧିମତ୍ତା ଆଦି ବିଷୟରେ ପରିଚିତ କରାଇବ ।

ମୂଲ୍ୟ : ଟ ୮୦.୦୦

Category:

Reviews

There are no reviews yet.

Be the first to review “ଏଲିଏନ୍‌ର ହସ (ବିଜ୍ଞାନ ଭିତ୍ତିକ ଉପନ୍ୟାସ)

Your email address will not be published. Required fields are marked *