+୨ ସଂସ୍କୃତ ପାଠ୍ୟପୁସ୍ତକ (ଇଚ୍ଛାଧୀନ)

195.00

ଏଥିରେ ଦ୍ୱିତୀୟ ବର୍ଷ ପାଠ୍ୟକ୍ରମ ଅନ୍ତର୍ଗତ , ରଘୁବଂଶମ୍, ଓ ଦମୟନ୍ତୀ ସ୍ଵୟମ୍ବରଃ ସହିତ ପାଠ୍ୟ ବହିର୍ଭୂତ ବ୍ୟାକରଣ ସନ୍ନିବେଶିତ କରାଯାଇଛି । ସରଳ ପାଠ୍ୟ, ଶ୍ଳୋକାନ୍ଵୟ, ଅନୁବାଦ, ସପ୍ରସଙ୍ଗ ବ୍ୟାଖ୍ୟା, ବିଷୟଗତ ବ୍ୟାକରଣ, ଅତି ସଂକ୍ଷିପ୍ତ, ସଂକ୍ଷିପ୍ତ ଓ ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନମାନ ଛାତ୍ରଛାତ୍ରୀମାନଙ୍କର ଆବଶ୍ୟକତା ପୂରଣ କରିବ ।

ମୂଲ୍ୟ : ଟ ୧୯୫.୦୦

Reviews

There are no reviews yet.

Be the first to review “+୨ ସଂସ୍କୃତ ପାଠ୍ୟପୁସ୍ତକ (ଇଚ୍ଛାଧୀନ)”

Your email address will not be published. Required fields are marked *