ଶ୍ରୀଅରବିନ୍ଦଙ୍କ ସାବିତ୍ରୀ

70.00

ଶ୍ରୀଅରବିନ୍ଦଙ୍କର ଲେଖା ପ୍ରତ୍ୟକ୍ଷ ଭାବରେ ପଢିବା ଉଚିତ । କାରଣ ସେହି ଲେଖାର ଭାବ କେବଳ ତାଙ୍କରି ଲେଖାରୁ ହିଁ ମିଳିଥାଏ । କିନ୍ତୁ ପାଠକମାନଙ୍କ ପାଇଁ ଏହା ପଢି ବୁଝିବା କଷ୍ଟକର ହାଇଥାଏ । ସେମାନଙ୍କୁ ଏଥିରେ କିଛି ପରିମାଣରେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଏହି ପୁସ୍ତକଟି ରଚିତ । ସାବିତ୍ରୀ ମହାକାବ୍ୟରେ ୧୧ଟି ପର୍ବ, ୪୯ଟି ସର୍ଗ ରହିଛି । ଏଥି ମଧ୍ୟରୁ ୪ର୍ଥ ସର୍ଗଟିର ଶିରୋନାମା ” The Secret  Knowledge ”  । ଏହାକୁ ମଧ୍ୟ ଶ୍ରୀଅରବିନ୍ଦ ଉପନିଷଦ ବୋଲି ବିବେଚନା କରାଯାଏ । ଏହି ସର୍ଗରେ ଶ୍ରୀଅରବିନ୍ଦ ସାବିତ୍ରୀର ସମସ୍ତ ନିର୍ଯାସକୁ ଭରି ଦେଇଛନ୍ତି । ଏହି ଗୁହ୍ୟଜ୍ଞାନ ପଢିବା ପରେ ଅନ୍ୟ ଅଂଶଗୁଡିକ ପଢି ବୁଝିବାକୁ ସୁବିଧା ହାଇଥାଏ ।

ମୂଲ୍ୟ : ଟ ୭୦.୦୦

Category:

Reviews

There are no reviews yet.

Be the first to review “ଶ୍ରୀଅରବିନ୍ଦଙ୍କ ସାବିତ୍ରୀ”

Your email address will not be published. Required fields are marked *