ପ୍ରୟୋଗାତ୍ମକ ମନୋବିଜ୍ଞାନ

235.00

ମନୋବିଜ୍ଞାନର ଯେଉଁ ସବୁ ଶାଖା ଅଛି, ତନ୍ମଧ୍ୟରୁ ସାମାଜିକ ମନୋବିଜ୍ଞାନ, ଶିଶୁ ମନୋବିଜ୍ଞାନ, ପରିବେଶ ମନୋବିଜ୍ଞାନ, ଶିଳ୍ପ ମନୋବିଜ୍ଞାନ ଏବଂ ପରାମର୍ଶ ମନୋବିଜ୍ଞାନ ପ୍ରଧାନ । ଇଂରାଜୀ ଭାଷାରେ ଏ ସମ୍ପର୍କରେ ଅନେକ ପୁସ୍ତକ ଉପଲବ୍ଧ ହେଉଥିଲେ ମଧ୍ୟ ଆମ ଓଡ଼ିଆ ଭାଷାରେ ପୁସ୍ତକ ସଂଖ୍ୟା ଅତି ଅଳ୍ପ । ଆମର ଛାତ୍ରଛାତ୍ରୀମାନେ ମାତୃଭାଷାରେ ଏଭଳି ପୁସ୍ତକଟିଏ ଆନ୍ତରିକତାର ସହ ଚାହାନ୍ତି । ଏହାକୁ ଦୃଷ୍ଟିରେ ରଖି ପୁସ୍ତକଟିକୁ ପ୍ରସ୍ତୁତ କରାଯାଇଛି । ପୁସ୍ତକଟିର ପ୍ରତ୍ୟେକ ପରିଚ୍ଛେଦର ଶେଷରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସାରାଂଶ, ମନେ ରଖିବା ଯୋଗ୍ୟ କିଛି ପ୍ରତ୍ୟୟ ଓ ବିଭିନ୍ନ ପ୍ରକାରର ପ୍ରଶ୍ନ ସନ୍ନିବେଶିତ ହୋଇଛି । ପୁସ୍ତକ ଶେଷରେ ଗତ କିଛି ବର୍ଷର ଉଚ୍ଚ ମାଧ୍ୟମିକ ପରୀକ୍ଷାର ପ୍ରଶ୍ନପତ୍ର ମଧ୍ୟ ପ୍ରଦତ୍ତ ହୋଇଛି ।

ମୂଲ୍ୟ : ଟ ୨୩୫.୦୦

Reviews

There are no reviews yet.

Be the first to review “ପ୍ରୟୋଗାତ୍ମକ ମନୋବିଜ୍ଞାନ”

Your email address will not be published. Required fields are marked *