ପ୍ରାଚୀନ ବିଶ୍ୱ ଇତିହାସର ସାମାଜିକ
ବ୍ୟବସ୍ଥା ଓ ସାଂସ୍କୃତିକ ପଦ୍ଧତି

150.00

ପୁସ୍ତକଟିରେ ପୃଥିବୀ ପୃଷ୍ଠରେ ମାନବ ଜାତିର ଉଦ୍ଭବ, ପ୍ରାଚୀନ ପ୍ରସ୍ତର ଯୁଗ, ମଧ୍ୟ ପ୍ରସ୍ତର ଯୁଗ, ନୂତନ ପ୍ରସ୍ତର ଯୁଗ ଓ ବ୍ରୋଞ୍ଜ ଯୁଗ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ବିଶ୍ୱର ବିଭିନ୍ନ ସ୍ଥାନରେ ଗଢି ଉଠିଥିବା ଗୁରୁତ୍ୱପୂର୍ଣ୍ଣ ପ୍ରାଚୀନ ସଭ୍ୟତାଗୁଡିକ ସହିତ ପାଠକମାନଙ୍କୁ ପରିଚିତ କରାଯାଇଛି । ଓଡ଼ିଶାର ବିଭିନ୍ନ ବିଶ୍ଵବିଦ୍ୟାଳୟ ଓ ସ୍ୱୟଂ ଶାସିତ ମହାବିଦ୍ୟାଳୟମାନଙ୍କରେ ଏହା ପ୍ରଥମ ସେମେଷ୍ଟର‍୍‌ର ଦ୍ୱିତୀୟ ପତ୍ର ଭାବରେ ସ୍ଥାନିତ ।

ବର୍ତ୍ତମାନ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ +୩ ଶ୍ରେଣୀର ଛାତ୍ରଙ୍କ ନିମନ୍ତେ CBCS (Choice Based Credit System) ପାଠ୍ୟକ୍ରମ ପ୍ରଚଳନ କରିଅଛନ୍ତି । ଏହି ନୂତନ ପାଠ୍ୟକ୍ରମ ବ୍ୟବସ୍ଥାରେ ସୀମିତ ସଂଖ୍ୟକ ପୁସ୍ତକ ମାତ୍ର ପ୍ରକାଶିତ ହୋଇଛି । ଏହା ଛାତ୍ରମାନଙ୍କ ପାଇଁ ଅନ୍ତରାୟ ସୃଷ୍ଟି କରୁଥିବାର ଲକ୍ଷ କରାଯାଏ । ଆମର ପୁସ୍ତକ ଏହା ଦୂର କରିବାରେ ସହାୟକ ହୋଇପାରିବ ।

ମୂଲ୍ୟ : ଟ ୧୫୦.୦୦

Reviews

There are no reviews yet.

Be the first to review “ପ୍ରାଚୀନ ବିଶ୍ୱ ଇତିହାସର ସାମାଜିକ
ବ୍ୟବସ୍ଥା ଓ ସାଂସ୍କୃତିକ ପଦ୍ଧତି”

Your email address will not be published. Required fields are marked *