ମନୋବିଜ୍ଞାନର ଭିତ୍ତିଭୂମି

170.00

+୨ ଶ୍ରେଣୀର ପ୍ରଥମ ବର୍ଷ ଛାତ୍ରମାନଙ୍କୁ ମନସ୍ତତ୍ତ୍ୱ ବିଜ୍ଞାନ ସହିତ ପରିଚିତ କରାଇବାର ଲକ୍ଷ୍ୟ ରଖି ଅତି ସରଳ ଓଡ଼ିଆ ଭାଷାରେ ବହିଟି ଲିଖିତ । ବହିର author ଜଣେ ସ୍ୱନାମଧନ୍ୟ ଅଭିଜ୍ଞତା ସମ୍ପନ୍ନ ମନସ୍ତତ୍ତ୍ୱ ବିଜ୍ଞାନ ବିଭାଗର ପୂର୍ବତନ associate professor । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସେ ଜଣେ ପ୍ରତିଷ୍ଠିତ ଲେଖକ ମଧ୍ୟ । ଇଂରାଜୀ ଭାଷା କଷ୍ଟକର ବୋଧ ହେଉଥିବା ଛାତ୍ରଛାତ୍ରୀଙ୍କୁ ପାଠ୍ୟକ୍ରମ ସହଜରେ ବୁଝି ପାରିବାରେ ଓ ପରୀକ୍ଷାରେ ସହଜରେ ପ୍ରଶ୍ନୋତ୍ତର ଦେବାରେ ବହିଟି ବହୁ ଭାବରେ ସହାୟକ ହେବ ।

ମୂଲ୍ୟ : ଟ ୧୭୦.୦୦

Reviews

There are no reviews yet.

Be the first to review “ମନୋବିଜ୍ଞାନର ଭିତ୍ତିଭୂମି”

Your email address will not be published. Required fields are marked *