ଭାରତୀୟ ଅର୍ଥନୀତି ଓ ପରିସଂଖ୍ୟାନ

175.00

ପୁସ୍ତକଟି +୨ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ । ଛାତ୍ରମାନଙ୍କ ମଧ୍ୟରେ Economics ସାଧାରଣତଃ ଏକ ଜଟିଳ ବିଷୟ ଭାବରେ ପରିଗଣିତ ହୋଇଥାଏ । ଗ୍ରାମାଞ୍ଚଳ ବିଦ୍ୟାଳୟମାନଙ୍କରେ ଅଧ୍ୟୟନ କରିଥିବା ଛାତ୍ରଛାତ୍ରୀମାନେ +୨ ଶ୍ରେଣୀରେ ଏହି ବିଷୟକୁ ଇଂରାଜୀ ଭାଷାରେ ଅଧ୍ୟୟନ କରିବା ସହଜସାଧ୍ୟ ବୋଧ କରନ୍ତି ନାହିଁ । ସେହି ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ course ଓଡ଼ିଆରେ ସରଳ ଭାଷାରେ ବ୍ୟାଖ୍ୟା କରାଯାଇଛି । ସେମାନେ ଯେପରି ବିଷୟବସ୍ତୁ ଭଲ ଭାବରେ ହୃଦୟଙ୍ଗମ କରି ପରୀକ୍ଷାରେ ଉପଯୁକ୍ତ ଉତ୍ତର ପ୍ରଦାନ କରିପାରିବେ ଓ ଉଚ୍ଚ ସଫଳତା ଲାଭ କରିପାରିବେ ସେଥି ପ୍ରତି ଦୃଷ୍ଟି ଦିଆଯାଇଛି ।

ମୂଲ୍ୟ : ଟ ୧୭୫.୦୦

Reviews

There are no reviews yet.

Be the first to review “ଭାରତୀୟ ଅର୍ଥନୀତି ଓ ପରିସଂଖ୍ୟାନ”

Your email address will not be published. Required fields are marked *