ପୃଥିବୀ ଇତିହାସ

160.00

ପୃଥିବୀ ଇତିହାସ ଅନେକ ଗୁରୁତ୍ୱପୂର୍ଣ୍ଣ ରୋମାଞ୍ଚକର ଘଟଣାବଳି ଉପରେ ସନ୍ନିବେଶିତ । ଏହା ଅତ୍ୟନ୍ତ ବୈଚିତ୍ର୍ୟମୟ ଓ ବ୍ୟାପକ । ପ୍ରାଚୀନ ସମୟରୁ ଘଟି ଆସିଥିବା କେତେକ ମୁଖ୍ୟ ଘଟଣାବଳି ତଥା ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଅନେକ ବିଶିଷ୍ଟ ନେତା ଓ ସାଧାରଣ ଜନତାଙ୍କର ସମ୍ପର୍କକୁ ନେଇ ଏହି ପୁସ୍ତକଟି ରଚିତ । ଯଦିଓ ପୃଥିବୀର ଇତିହାସ ସମ୍ବନ୍ଧରେ ଅନେକ ପୁସ୍ତକ ପ୍ରକାଶିତ ହୋଇ ସାରିଲାଣି, ମାତ୍ର ଓଡ଼ିଆ ଭାଷାରେ ଏହାର ସଂଖ୍ୟା ସୀମିତ । ଏତତ୍ ବ୍ୟତୀତ ବର୍ତ୍ତମାନ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାକୁ ଅଧିକ ଗୁରୁତ୍ୱ ପ୍ରଦାନ କରି ସେହି ମାଧ୍ୟମରେ ପରୀକ୍ଷା ଦେଉଛନ୍ତି । ତେଣୁ ସେମାନଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହି ପୁସ୍ତକଟି ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର +୨ ପ୍ରଥମ ବର୍ଷର ନୂତନ ପାଠ୍ୟକ୍ରମ ଅନୁଯାୟୀ ରଚିତ ହୋଇଅଛି । ପୁସ୍ତକଟିର ପ୍ରତ୍ୟେକ ଅଧ୍ୟାୟର ଶେଷରେ ବିଭିନ୍ନ ପ୍ରକାର ପ୍ରଶ୍ନ ଓ ତା’ର ଉତ୍ତର ଉଲ୍ଲେଖ ରହି ଅଛି । ପୃଥିବୀ ଇତିହାସର ବିଭିନ୍ନ ଦିଗ ପ୍ରତି ଛାତ୍ରମାନଙ୍କୁ ନିଶ୍ଚିତ ରୂପେ ଏହା ଉଚିତ ଦିଗ୍‌ଦର୍ଶନ ଦେଇ ପାରିବ ।

ମୂଲ୍ୟ : ଟ ୧୬୦.୦୦

Reviews

There are no reviews yet.

Be the first to review “ପୃଥିବୀ ଇତିହାସ”

Your email address will not be published. Required fields are marked *