ଭାରତ ଇତିହାସ-୧

160.00

ଏହି ପୁସ୍ତକ +୩ ପ୍ରଥମ ବର୍ଷର ପ୍ରଥମାର୍ଦ୍ଧ ପାଇଁ ଉଦ୍ଦିଷ୍ଟ । ଭାରତର ପ୍ରାଚୀନ ଯୁଗ ପୃଥିବୀ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରେ । ଓ ଗବେଷକମାନେ ଏହାର ଅନେକ ଅନାଲୋଚିତ ତଥ୍ୟ ଉଦ୍‌ଘାଟନ କରିବାକୁ ସର୍ବଦା ଚେଷ୍ଟିତ ଅଛନ୍ତି । ଭାରତ ଇତିହାସର ବ୍ୟାଖ୍ୟାକରଣ ମଧ୍ୟ ଅପେକ୍ଷାକୃତ କଷ୍ଟସାଧ୍ୟ ଅଟେ । ତେଣୁ ଛାତ୍ରମାନଙ୍କ ପାଇଁ ଏହାକୁ ସରଳ ଓ ବୋଧଗମ୍ୟ କରିବାକୁ ପୁସ୍ତକଟିରେ ଚେଷ୍ଟା କରାଯାଇଛି । ପ୍ରାଚୀନ ଯୁଗରେ ଭାରତରେ ଗଢି ଉଠିଥିବା ବିଭିନ୍ନ ସଭ୍ୟତା ଓ ଆଦିମାନବର ଜୀବନ ଶୈଳୀ ବିଷୟରେ ନିଖୁଣ ଭାବରେ ବର୍ଣ୍ଣନା କରାଯାଇଛି ।

ମୂଲ୍ୟ : ଟ ୧୬୦.୦୦

Reviews

There are no reviews yet.

Be the first to review “ଭାରତ ଇତିହାସ-୧”

Your email address will not be published. Required fields are marked *