ଭାରତ ଇତିହାସ

150.00

ଇତିହାସ ଅଧ୍ୟୟନ କରୁଥିବା +୨ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା କରା ଯାଇ ଅତ୍ୟନ୍ତ ସରଳ ବୋଧଗମ୍ୟ ଭାଷାରେ ଏହି ପୁସ୍ତକଟି ରଚନା କରାଯାଇଛି । ଏମାନଙ୍କ ବ୍ୟତୀତ ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀ, ଭାରତର ଐତିହ୍ୟ ସମ୍ବନ୍ଧୀୟ ଜ୍ଞାନ ପିପାସୁ ସାଧାରଣ ପାଠକ, ସର୍ବ ଭାରତୀୟ ପ୍ରଶାସନିକ ସେବାର ପରୀକ୍ଷାର୍ଥୀ ଓ ଅନ୍ୟ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀଙ୍କ ଜ୍ଞାନ ବୃଦ୍ଧିରେ ପୁସ୍ତକଟି ମଧ୍ୟ ସହାୟକ ହେବ ।

ମୂଲ୍ୟ : ଟ ୧୫୦.୦୦

Reviews

There are no reviews yet.

Be the first to review “ଭାରତ ଇତିହାସ”

Your email address will not be published. Required fields are marked *