କରୋନା ଭୂତାଣୁ : କିଛି ମୌଳିକ ଜ୍ଞାନ

40.00

ଏବେ ବିଦ୍ୟାଳୟ ସ୍ତରରୁ ପାଠ୍ୟକ୍ରମରେ କରୋନା  ବିଷୟ ଅନ୍ତର୍ଭୁକ୍ତ କରାଯିବାର ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ରହିଛି । ଏହା ବ୍ୟତୀତ ପରୀକ୍ଷାରେ ପ୍ରବନ୍ଧ ଲିଖନ, ପ୍ରତିଯୋଗିତା, ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଏହି ବିଷୟ ଆସିବାର ସମ୍ଭାବନା ମଧ୍ୟ ଅଛି । ଛାତ୍ରଛାତ୍ରୀମାନଙ୍କୁ ଆମର ପୁସ୍ତକ ବହୁ ଭାବରେ ଏଥି ପାଇଁ ସହାୟକ ହେବାର ଆଶା ରଖୁଛୁ । House wifeମାନଙ୍କୁ ସେମାନଙ୍କ ପରିବାରକୁ ସୁରକ୍ଷିତ ରଖିବାରେ ଏହା ବହୁ ତଥ୍ୟ ପ୍ରଦାନ କରିବ । ଅନ୍ୟ ପାଠକମାନେ ମଧ୍ୟ ପୁସ୍ତକଟିରୁ କରୋନା ସମ୍ବନ୍ଧରେ ବହୁତ କଥା ଜାଣି ପାରିବେ ।

ପ୍ରତିଦିନ ସମ୍ବାଦପତ୍ର, ଟିଭି ଚେନେଲ ଓ ଅନ୍ୟ ସୋସିଆଲ ମିଡିଆରୁ ଆମେ କରୋନା ସମ୍ବନ୍ଧରେ ବହୁ ତଥ୍ୟ ଜାଣିବାକୁ ପାଉଛନ୍ତି । କିନ୍ତୁ ଖଣ୍ଡବିଖଣ୍ଡିତ ତଥ୍ୟ ଅପେକ୍ଷା ଗୋଟିଏ ପୁସ୍ତକରୁ ଏକତ୍ର ଗୁଡ଼ାଏ ତଥ୍ୟ ପାଇବା ପାଠକମାନଙ୍କ ପାଇଁ ନିଶ୍ଚୟ ସୁବିଧାଜନକ ହେବ ।

ମୂଲ୍ୟ : ଟ ୪୦.୦୦

Category:

Reviews

There are no reviews yet.

Be the first to review “କରୋନା ଭୂତାଣୁ : କିଛି ମୌଳିକ ଜ୍ଞାନ”

Your email address will not be published. Required fields are marked *